ଅମାନବୀୟ କାଣ୍ଡ ୭ବର୍ଷ ବୟସର ଝିଅ କୁ ବଳତ୍କାର

0
154

ଯାଜପୁର: ଯାଜପୁର ଜିଲ୍ଲାରେ ବ୍ୟାସନଗର ଅଂଚଳରେ ଗତ ବୁଧବାର ରାତିରେ ଏକ ୭୨ ବର୍ଷ ବୟସର ବ୍ୟକ୍ତି, ୭ବର୍ଷ ର ଝିଅକୁ ବିକ୍ଷୁର୍ଣ ଭାବରେ ବଳତ୍କାର କରିଥିଲେ l

ପିଡ଼ୀତା ଙ୍କ ବଡ ଭଉଣୀ ଯାଜପୁର ରୋଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ l ଅଭିଯୁକ୍ତ ଜଣକ ହେଉଛନ୍ତି ସଶଧର ବାରିକ ନାମକ ଜାଣେ ବ୍ୟକ୍ତି l ଝିଅଟିକୁ ସଶଧର ଚକଲେଟ ଲୋଭ ଦେଖେଇ, ସେ ତାଙ୍କ ଘରକୁ ନେଇ ତାଙ୍କ ସହ ଅସଦାଚରଣ କରିଥିଲେ l
ରିପୋଟ ଅନୁସାରେ ପୋଲିସ ଜିଲ୍ଲାରେ ବିଭିନ୍ନ ସ୍ଥାନ ରେ ଅଭିଯୁକ୍ତ ଙ୍କ ପୋଷ୍ଟର ଲଗାଇଥିଲେ l ଏବଂ ଅଭିଯୁକ୍ତ କୁ ଧରିବା ରେ ସକ୍ଷମ ହୋଇଥିଲା ପୋଲିସ l