ଆଳଙ୍ଗପୁରରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଟିତ

0
139
bhagbat weak

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ ଅର୍ନ୍ତଗତ ଆଳଙ୍ଗପୁର ଗ୍ରାମରେ ମା ଉଗ୍ରତାରା ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଟିତ ହୋଇ ଯାଇଛି।ସ୍ଥାନୀୟ ସ୍ୱପ୍ନେଶ୍ୱ ମହାଦେବଙ୍କ ପୀଠରେ ସପ୍ତାହ ବ୍ୟାପି ଶ୍ରୀମଦ୍ ଭାଗବତ ପାରାୟଣ ,ନାମଯଜ୍ଞ ଅନୁଷ୍ଟିତ ହୋଇଛି। ଏହି ଭାଗବତ ସପ୍ତାହରେ ପ୍ରଖ୍ୟାତ ବିଦ୍ୱାନ, ବାଗ୍ନୀ,ପ୍ରବକ୍ତା ମାନନୀୟ ମହେଶଜୀ (ସୋନିଜୀ) ସାହୁ ଯୋଗ ଦେଇଥିବା ବେଳେ। ପ୍ରତିଦିନ ଶହ ଶହ ଭାଗବତ ପ୍ରେମିଙ୍କ ଭିଡ ମଧ୍ୟ ପରିଲକ୍ଷିତ ହେଉଛି। ଏହି ଭାଗବତ ସମାରୋହକୁ ମୁଖ୍ୟ ପରିଚାଳନା କରିଥିଲେ ସମାଜସେବୀ ପ୍ରସାନ୍ତ ଭୋଳ ଓ ସ୍ଥାନୀୟ ଲୋକେ।