ବିକ୍ରୀ ଶିଶୁକନ୍ୟାକୁ ଉଦ୍ଧାର କଲା କୋରେଇ ପୋଲିସ

0
130
child-risque

ଯାଜପୁର: ଶୁକ୍ରବାର ଭୋର ୩ଟାରେ ବିକ୍ରୀ ଶିଶୁ କନ୍ୟାକୁ କୋରେଇ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ଯାଜପୁର ଜିଲ୍ଲା କୋରେଇ ଥାନା ଅର୍ନ୍ତଗତ ସୋଲବନ୍ଦି ଗ୍ରାମରେ ଶିଶୁକନ୍ୟା ବିକ୍ରୀ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ ତଦନ୍ତ କରିଥିଲା । ଆଜି ଶିଶୁକୁ ଚୌଦ୍ଵାର ନିକଟରୁ ଉଦ୍ଧାର କରି ଚିକତ୍ସା ପାଇଁ ଯାଜପୁର ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରରେ ରଖାଯାଇଛି।