ଅଜଣା ବ୍ୟକ୍ତିର ଶବ ଉଦ୍ଧାର

0
115

ରାଉରକେଲା:ରାଉରକେଲା ରେଳବାଇ ଥାନା ଅନ୍ତର୍ଗତ ସୋନାଖାନ ଡାଉନ ଲାଇନରୁ ରେଳବାଇ ପୋଲିସ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର କରିଛି । ଶବ ବ୍ୟବଛେଦ ପରେ ଆରଜିଏଚ ଶବ ଗୃହରେ ଶବ ରଖାଯାଇଛି । ଯଦି କେହି ଉକ୍ତ ବ୍ୟକ୍ତିର ସନ୍ଧାନ ପାଆନ୍ତି ତେବେ ରାଜଗାଙ୍ଗପୁର ସ୍ଥିତ ରେଳବାଇ ଫାଣ୍ଡିରେ ଯୋଗାଯୋଗ କରିବାକୁ ରେଳବାଇ ପୋଲିଶ ତରଫରୁ ଅନୁରୋଧ କରାଯାଇଛି ।