ବ୍ରିଜ କୁ ଡେଇଁ ଆତ୍ମ ହତ୍ୟା: କାରଣ ଅସ୍ପଷ୍ଟ

0
118
dead body rescue near in mahanadi briji

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରର ଗୋବିନ୍ଦତୋଳା ନିକଟବର୍ତ୍ତି ନୂଆ ମହାନଦୀ ବ୍ରିଜ ରୁ ଶୁକ୍ରବାର ରାତି ୧୧ ତା ୩୦ ମିନିଟ ସମୟରେ ଜଣେ ଯୁବତୀର ମୃତ ଦେହ ଜବତ ହୋଇଛି । ଉକ୍ତ ଯୁବତୀ ହେଲେ ରାଖୀ ନାୟକ । ମୃତ ଶରୀରକୁ ୨ ଜଣ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଯୁବତୀଙ୍କ ଶରୀର ପୋଷ୍ଟମୋଟମ ପାଇଁ ନିକଟସ୍ଥ ହସ୍ପିଟାଲ କୁ ପଠାଇଛନ୍ତି । ଆତ୍ମ ହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛନ୍ତି ।