ଶ୍ରୀକାନ୍ତଙ୍କ ଦାବି

0
140

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ତାଙ୍କର ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ ମାନଙ୍କର ଅସନ୍ତୋଷ ବ୍ୟାପକ ହେବାକୁ ଦୃଷ୍ଟିରେ ରଖି ସେ ଏଭଳି ଦାବି ରଖିଛନ୍ତି।