ଡେଙ୍ଗୁ ଆତଙ୍କ: ୮ ଆକ୍ରାନ୍ତ

0
160
dengue attack

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ ଅନ୍ତର୍ଗତ କାଳିକାପୁର ଗାଁରେ ପୁଣି ଡେଙ୍ଗୁ ଆତଙ୍କ ଦେଖା ଦେଇଛି। ସୂଚନା ଅନୁଯାୟୀ, ଗାଁର ୮ଜଣ ବ୍ୟକ୍ତି ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ଡାକ୍ତର ଖାନରେ ଚିକିତ୍ସିତ ହେଉଛନ୍ତି। ସେପଟେ ନାଳ ଅବରୋଧ କରାଯାଇଛି, ଯାହାଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୂଷିତ ହେବା ଦ୍ଵାରା ମଶାଙ୍କ ସଂଖ୍ୟା ବଢୁଛି, ଯାହାଦ୍ୱାରା
ଲୋକମାନେ ଡେଙ୍ଗୁ ଜ୍ୱରରେ ପୀଡିତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।