ଓଡିଶା ରେ ବ୍ୟାପିଲା ଡେଙ୍ଗୁ

0
141

ଏସ ସି ବି ମେଡିକାଲ ରେ ଗତକାଲି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୧୩ ଥିବା ବେଳେ ଆଜି ସଂଖ୍ୟା ବଢି ୧୨୦ ରେ ପହଂଚିଛି |
ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟ ରେ ୧୧୨ ଜଣ ୱାର୍ଡ ରେ ଭର୍ତି ହୋଇ ଥିବା ବେଳେ ୮ ଜଣ ଆଇ ସି ୟୁ ରେ ଭର୍ତି ହୋଇଛନ୍ତି |ଏସ ସି ବି ରେ ସଂଗୃହିତ ହୋଇଥିବା ୫୮ ଜଣ ରୋଗୀଙ୍କ ରକ୍ତ ନମୁନରୁ ୧୭ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ ଥିବାର ସୂଚନା ମିଳିଛି | ଓଡିଶା ରେ ଡେଙ୍ଗୁ ର ସ୍ଥିତି ବେଳ କୁ ବେଳ ଜଟିଳ ହେବାରେ ଲାଗିଛି | ସମଗ୍ର ରାଜ୍ୟ ରେ ଭୟ ର ବାତାବରଣ ଶୃଷ୍ଟି ହୋଇଛି |