ଭାରତୀୟ ପୂର୍ବତନ କ୍ରିକେଟର ଅଧିନାୟକ ଅଜିତ ୱାଡେକରଙ୍କ ପରଲୋକ

0
140

ଅଜିତ ୱାଡେକରଙ୍କ ୭୭ ବୟସରେ ପରଲୋକ ଘଟିଛି | ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ | ୧୯୪୧ ଏପ୍ରିଲ ୧ ରେ ମୁମ୍ବଈଆ ରେ ଜନ୍ମ ଗ୍ରହଣ କରିଥିଲେ | ୧୯୫୮ ରେ ସେ ପ୍ରଥମ ମ୍ୟାଚ ଖେଳିଥିଲେ | ଜଣେ ଉଦୀୟମାନ ଖେଳାଳି ଭାବରେ ପରିଗଣିତ ହୋଇପାରିଥିଲେ