ନଦୀରେ ବୁଡି ଛାତ୍ର ମୃତ

0
117
drowning one death

ରାଉରକେଲା: ରାଉରକେଲାରେ ଘଟିଛି ଏକ ଅଭାବନୀୟ ଘଟଣା। କୋଏଲ ନଦୀରେ ବୁଡି ଜଣେ +୨ ଛାତ୍ରର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବିଶ୍ରା ଥାନା ତେତେରକେଲା ନିକଟରେ ତିନି ସାଙ୍ଗ ଏକାଠି ଗାଧୋଉଥିବା ବେଳେ ସେଥିରୁ ଜଣେ ବୁଡି ନିଖୋଜ ହୋଇଯାଇଥିଲେ। ବହୁତ ଖୋଜା ଖୋଜି କରିବା ପରେ ଶେଷରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି।