ବିଦ୍ୟୁତ ଆଘାତରେ ୨ମୃତ

0
96

ଦାମନଜୋଡିଛକ ସିମିଳିଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ ଆଘାତରେ ୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଗୋଟିଏ ଟିପରରେ ଆସୁଥିବା ସମୟରେ ହଟାତ ଟିପରର ପଛ ଭାଗ ଉଠିଯାଇ ଉପରେ ଥିବା ବିଦ୍ୟୁତ ତାର ସଂଯୋଗରେ ଆସିଥିଲା, ଫଳରେ ସଂପୂର୍ଣ୍ଣ ଟିପରଟି ବିଦ୍ୟୁତ ଚାର୍ଜ ହୋଇଯାଇଥିଲା । ଟିପର ଭିତରେ ଥିବା ଲୋକଦୁଇଜଣ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।