ସୁନ୍ଦରଗଡ଼ରେ ହାତୀଙ୍କ ଉତ୍ପାତ

0
96
elephent attack in sundaragrad

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟେତ ସଂଲଗ୍ନ ଶିଶୁ ଡିହି ଗ୍ରାମରେ ୩୦ ଜଣ ହାତୀ ପଶି ସମୁଦାୟ ୮ ଏକର ଜମିର ସଂପୂର୍ଣ୍ଣ ଫସଲ ନଷ୍ଟ କରି ଦେଇଛନ୍ତି। ଯାହାଫଳରେ ଚାଷୀ ଭାଗ୍ୟକୁ ଆଦରି ଚିନ୍ତା ମଗ୍ନ ଅବସ୍ଥାରେ ଖେତ ଭିତରେ ବସିରହିଛନ୍ତି । ସୂଚନା ଅନୁଯାୟୀ, ଏହି ଭଳି କେତେକ ପରିସ୍ଥିତିକୁ ନେଇ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ବେଳେ କେତେକ କୁଜି ନେତା ଏହାକୁ ଭିନ୍ନ ରୂପ ଦେଉଛନ୍ତି ।