ବାଲି ବ୍ୟବସାୟୀଙ୍କୁ ଗୁଳି ମାଡ

0
107
firing to bussinessmen
firing to bussinessmen

ରାଉରକେଲା: ରାଉରକେଲା ବିଶ୍ରା ଥାନା ଉଡୁଶି ଗାଁରେ ଜଣେ ବାଲି ବ୍ୟବସାୟୀଙ୍କ ଉପରେ ୪ ରାଉଣ୍ଡ ଗୁଳି ଫାୟାରିଙ୍ଗ ହୋଇଛି। ଏହି ଗୁଳି ମାଡ଼ରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଉକ୍ତ ବ୍ୟବସାୟୀଙ୍କୁ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି। ବାଲି ବ୍ୟବସାୟୀ ଜଣକ ହେଲେ ଭରତ ମହାତୋ। ସେ ଶେଶରକେଲା ବାଲୁଘାଟରେ ବାଲି ବ୍ୟବସାୟୀ କରନ୍ତି। ରବିବାର ସେ ଫୁଟବଲ ଖେଳ ଦେଖି ଘରକୁ ଫେରିଲାବେଳେ କିଛି ଦୁର୍ବୃତ୍ତମାନେ ତାଙ୍କ ଉପରେ ଗୁଳି ମାଡ କରିଥିଲେ।