ପ୍ରଥମ ଥର ପାଇଁ ଦୁଃଖ ଜଣାଇଲେ ସୋନାଲି ବେନ୍ଦ୍ରେ…

0
112

ମୁମ୍ବାଇ:କର୍କଟ ରୋଗରେ ପୀଡ଼ିତ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଥମ ଥର ପାଇଁ ନିଜ ଦୁଃଖ ଜଣାଇଛନ୍ତି । କହିଛନ୍ତି କେମୋ ଥେରାପି ପାଇଁ ତାଙ୍କର ଦୃଷ୍ଟିଶକ୍ତି ଧିରେ ଧିରେ କମିବାରେ ଲାଗିଛି । ଯାହାକୁ ନେଇ ସେ ଏବେ ଦୁଃଖ ପ୍ରକାଶ କରିଛନ୍ତି । ସୋନାଲି ଏବେ ନ୍ୟୁୟର୍କରେ କର୍କଟ ରୋଗ ସହ ଲଢ଼ୁଛନ୍ତି । ଏତେ ଦୁଃଖରେ ଥାଇ ମଧ୍ୟ ସେ ପ୍ରିୟଙ୍କାଙ୍କ ବ୍ରାଇଡ଼ାଲ ସାଓ୍ଵାରରେ ଯୋଗ ଦେଇ ସମସ୍ତଙ୍କୁ ଖୁସି କରାଇଥିଲେ ।