ଭାରତ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୯୩ ବର୍ଷ ବୟସରେ ପରଲୋକ |

0
150

ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦିଲ୍ଲୀ ଏମ୍ସ ରେ ପରଲୋକ | ୯ ସପ୍ତାହ ଧରି ଅସୁସ୍ଥଥିଲେ ଥିଲେ ଭାରତର ପୂର୍ବତନ ଜନନାୟକ ଅଟଳ ବିହାରୀ ବାଜପେୟୀ | ଜଣେ ସ୍ୱଚ୍ଛ,ନିର୍ମଳ ଭାବମୂର୍ତ୍ତିର ପୃଷ୍ଟ ପୋଷକ ଥିଲେ ଏହି ଅମର ଆତ୍ମା |ତାଙ୍କ ର ଅମର ଆତ୍ମାର ସଦ୍ଗତି ନିମନ୍ତେ ଓଡିଶା କ୍ରାଇମ ନିୟୁଜ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି……