ଡାଟା ବନ୍ଦ ଥିଲେ ମଧ୍ୟ ଗୁଗଲ କରି ପାରିବ ଆପଣଙ୍କ ଲୋକେସନ ଟ୍ରାକ |

0
120

ଗୁଗଲ କମ୍ପାନୀ ଯାହାକି ନିଜ ବ୍ୟବହାରୀ କାରି ମାନଙ୍କ ପାଇଁ ସବୁ ବେଳେ କିଛି ନ କିଛି ନୂଆ ସେବା ଯୋଗାଇ ଆସିଛି ,ଏବେ ଏହା ନିଜର ବ୍ୟବହାର କାରି ମାନଙ୍କ ଗୁଗଲ ଏକ୍ସପେରିଏନ୍ସ କୁ ଉନ୍ନତ କରିବା ପାଇଁ ଏକ ନିର୍ଣ୍ଣୟ ନେଇଛନ୍ତି |

କମ୍ପାନୀ ପ୍ରକାଶ କରିଛି କି କିଛି ଆପ୍ପ ଟ୍ରାକ ବ୍ୟବହାରକାରୀ ମାନଂକ ଲୋକେସନ ଡାଟା ବନ୍ଦ ଥିଲେ ମଧ୍ୟ  ଏହାର ଲୋକେସନ ଗୁଗଲ ଟ୍ରାକ କରିପାରିବ| ଏହି ସେଟଟିଙ୍ଗ କିଛି ସେବା ଯେମିତି କି “ଗୁଗଲ ଲୋକେସନ” ଏବଂ “ଫାଇଣ୍ଡ ମାଇଁ ଡିଭାଇସ” ଭଳି ସେବା କୁ ପ୍ରଭାବିତ କରିବ ନାହିଁ  |   ଆହୁରି ମଧ୍ୟ ଗୁଗଲ ପକ୍ଷରୁ କୁହା ଯାଇଛି କି “ଲୋକେସନ ହିଷ୍ଟୋରୀ”ଗୁଗଲ ର ଏକ ସେବା ଯାହାକି ବ୍ୟବହାର କାରୀ ମାନେ ପୁର୍ଣ ଭାବେ ଏଡିଟ ,ସଞ୍ଚାଳିତ ଏବଂ ବନ୍ଦ କରୀ ପାରିବେ |