ହେଲୋ ହେଲୋ ମଲାଇକl

0
155

ବିଶାଲ ଭରଦ୍ଵାଜଙ୍କ ନିର୍ଦେଶିତ ଆଗାମୀ ଫିଲ୍ମ ‘ଫୋଟଖ’ ରେ ଏକ ସ୍ୱତନ୍ତ୍ର ସଙ୍ଗୀତ ଦୃଶ୍ୟମାନ ହେବେ | ରେଖା ଭରଦ୍ଵାଜ ଏବଂ ଅଜୟ କପୁର ଏହାର ପ୍ରଯୋଜକ ଥିବାବେଳେ ଗୀତ ରଚନା କରିଛନ୍ତି ଗୁଲଜାର | ଏହି ସଙ୍ଗୀତ ର ଟାଇଟଲ ଟ୍ରକ ଟି ରହିଛି ‘ହେଲୋ ହେଲୋ ‘ | ବିଶାଲ ଭରଦ୍ଵାଜ ମଧ୍ୟ ଏହି ଫିଲ୍ମରେ ସଂଗୀତ ନିର୍ଦେଶନା ଦେଇଛନ୍ତି | ‘ହେଲୋ ହେଲୋ’ ରେ ନୃତ୍ୟ ପରିବେଷଣ କରିବେ ମଲାଇକl | ନୃତ୍ୟ ନିର୍ଦେଶନା ରେ ଅଛନ୍ତି କୋରିଓଗ୍ରାଫର ଗଣେଶ ଆଚର୍ଯ୍ୟ |
ପ୍ରଯୋଜକ ଅଜୟ କପୁର ଏକ ବିବୃତିରେ କହନ୍ତି ‘ଫଟାକ’ ର ସ୍ୱତନ୍ତ୍ର ସଙ୍ଗୀତ ପାଇଁ ସର୍ବଉତ୍ତମ ନୃତ୍ୟଶିଳ୍ପୀ ଙ୍କୁ ଚୟନ କରିଛନ୍ତି | ଏହି ଫିଲ୍ମ ର କାହାଣୀ ପ୍ରସିଦ୍ଧ ଲେଖକ ଚରଣ ସିଂ ପଠିକଙ୍କ ଖୁଦ୍ରଗଳ୍ପ ଉପରେ ଆଧାରିତ |
ଉକ୍ତ ଫିଲ୍ମ ସେପ୍ଟମ୍ବର ୨୮ ରେ ରିଲିଜି ହେବାର ଅଛି |