HUAWEI ଲଞ୍ଚ କଲା ୨ ଟି ମୋବଇଲ ଫୋନ

0
147

ଭାରତ ରେ HUAWEI ତାର ୨ ଟି ନୂଆ ମଡ଼େଲ ଫୋନ ଲଞ୍ଚ କରିଛି ,ଏହାର ନାମ ଯଥା କ୍ରମେ HUAWEI NOVA – ୩ ଓ NOVA -୩ ଆଇ ରଖାଯାଇଛି |ଏଠି ମଧ୍ୟରୁ HUAWEI NOVA – ୩ ର ଦାମ ୩୪,୯୯୯ ରହି ଥିବା ବେଳେ HUAWEI NOVA -୩ ଆଇ ର ଦାମ ୨୦,୯୯୯ ଟଂକା ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି |
ଏହି ଫୋନ ରୁ ଆପଣ ମାନେ ନିମ୍ନ ଲିଖିତ ସୁବିଧା ପାଇଁ ପାରିବେ

HUAWEI NOVA -୩ ଆଇ –
ଡୈମେନସନ (mm) -157.60 x 75.20 x 7.୬୦
ବ୍ୟାଟେରୀ କାପାସିଟି (mAh)- ୩୩୪୦
ସ୍କ୍ରିନ ସାଇଜ (inches) -6.୩୦
ରାମ – ୪ ଯିବି
ଇଣ୍ଟେରନେଲ ଷ୍ଟୋରେଜ – ୧୨୮ଯିବି
ରିଅର କ୍ୟାମେରା -୧୬ ମେଗାପିକ୍ସୱେଲ
ଫ୍ରଣ୍ଟ କ୍ୟାମେରା -୨୪ -ମେଗାପିକ୍ସୱେଲ
HUAWEI NOVA – ୩ –
ଡୈମେନସନ (mm) -157.୦୦ x 73.୭୦ x 7.୩୦
ଵାଟଟେରୀ କାପାସିଟି (mAh) – ୩୭୫୦
ସ୍କ୍ରିନ ସାଇଜ (inches) – 6.୩୦
ରେଜିଲୁସନ – ୧୦୮୦କ୍ସ୨୩୪୦ ପିକ୍ସୱେଲସ
ରାମ – ୬ ଯିବି
ଇଣ୍ଟେରନେଲ ଷ୍ଟୋରେଜ – ୧୨୮ଯିବି
ରିଅର କ୍ୟାମେରା -୧୬ ମେଗାପିକ୍ସୱେଲ
ଫ୍ରଣ୍ଟ କ୍ୟାମେରା -୨୪ ମେଗାପିକ୍ସୱେଲ
ଇତ୍ୟାଦି ସୁବିଧା ପାଇଁ ପାରିବେ |