ସମତା ପାର୍ଟିର ଆରପିଏଲଏସପି ନେତାଙ୍କୁ ହତ୍ୟା

0
101
indiastorybihar-rlsp-leader-shot-dead-by-unidentified-assailants

ପାଟନା: ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଆରଏଲଏସପିର ଜଣେ ନେତାଙ୍କୁ ମଙ୍ଗଳବାର କେତେକ ଦୁର୍ବୁତ ଗୁଳିକରି ହତ୍ୟା କରିଛନ୍ତି । ପାଟନାର ଆରପିଏଲସିପି ପାଲିଗଙ୍ଗ ବ୍ଲକ ସଭାପତି ଅମିତ କୁମାର ଭୂଷଣଙ୍କୁ ହତ୍ୟା କରାଯାଇଛି । ଅମିତ୍ଙ୍କ ପାଖରେ ପୁଲିସ ଉପସ୍ଥିତ ଥିବା ସତ୍ୱେ ତାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ବିଶେଶ୍ୱର ପ୍ରସାଦ ସିଂ ନାମକ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ଆରଏଲଏସପି ମୁଖ୍ୟ ଉପେନ୍ଦ୍ର ଖୁସୱାହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦାୟୀ କରିଛନ୍ତି ।