ପୁଣି ଆଜି ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘଙ୍କ ବିକ୍ଷୋଭ

0
101

ପାରାଦୀପ: ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଇଓସିଏଲ ଫାଟକ ସମ୍ମୁଖରେ ଚାଲିଥିବା ଗଣଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ପାରାଦୀପ ଆଇଓସିଏଲରେ କାର୍ଯ୍ୟରତ ଶ୍ରମିକଙ୍କ ଏହି ଧାରଣା ଦେଇଛନ୍ତି । ଶ୍ରମିକ ନେତା ବାପି ସର୍ଖେଲଙ୍କ ନେତୃତ୍ବରେ ହଜାରରୁ ଅଧିକ ଶ୍ରମିକ ସେମାନଙ୍କର ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବା ସହିତ ଦାବି ପୁରଣ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।