ଜମ୍ମୁ-କଶ୍ମୀରରେ ପୋଲିସର ଏନକାଉଣ୍ଟର : ୨ ଆତଙ୍କବାଦୀ ମୃତ

0
108
jammu -kashmir police encounter

ପୁଲଓ୍ବାମା: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲ୍ଲାର ଟିକେନ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇଥିବା ଏକ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଶନିବାର ସକାଳେ ହୋଇଥିବା ଜଣାପଡିଛି। ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଜାଣିବା ପରେ ଉକ୍ତ ଅଞ୍ଚଳକୁ ପୋଲିସର ଘେରବନ୍ଦି କରିଥିଲେ। ତେବେ ଯେପର୍ଯ୍ୟନ୍ତ ଏଠାରୁ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ସମ୍ପୂର୍ଣ୍ଣ ରୂପେ ଜବତ କରାଯାଇ ନାହିଁ ଓ ଆତଙ୍କବାଦୀଙ୍କୁ ଧରାଯାଇ ନାହିଁ ସେପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ପୋଲିସ ଲୋଡିଛି ।