ଜିଓ -୨ ଫୋନ ର ବୁକିଂ ଆରମ୍ଭ |

0
144

ଦିଲ୍ଲୀ: ଜିଓ ସିମ ପରେ ପରେ ଜିଓ ଫୋନ କୁ ନେଇ ଖାଲି ଦେଶ ନୁହେ ବିଦେଶ ରେ ମଧ୍ୟ ଚର୍ଚା ଜୋର ଧରି ଥିଲା ,ଆଉ ଏବେ ଜିଓ ପୁଣି ଚର୍ଚା ର ପରିସର କୁ ଆସିଛି |ଗତ ସ୍ୱାଧୀନତା ଦିବସ ରୁ ଜିଓ ନିଜର ଅନ୍ୟ ଏକ ଫୋନ ଜିଓ -୨ ର ଦେଶ ବ୍ୟାପି ବୁକିଂ ପାଇଁ ଘୋଷଣା କରିଛି | ଏହି ଫୋନ ର ଦାମ ୨,୯୯୯ ରହିବ ଏବଂ ଗ୍ରାହକ ମାନଙ୍କ ପାଇଁ ଏକ୍ସଚେଞ୍ଜ ଅଫର ର ସୁବିଧା ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି |
ଏହି ଫୋନ ରେ ୨.୪ ଇଞ୍ଚ (୨୪୦*୩୨୦) DISPLAY ,୫୧୨ MB RAM ,୪ GB ଇଣ୍ଟେରନେଲ ଷ୍ଟୋରେଜ ,୦.୩ ଆଗ କ୍ୟାମେରା,୨୦୦୦ ବ୍ୟାଟେରୀ ସହିତ WI -FI ,BLUTOOTH ,GPS ,FM ଆଦି ସୁବିଧା ଗ୍ରାହକ ମାନେ ପାଇଁ ପାରିବେ |