କାକଟପୁରରେ ବିଡିଓଙ୍କୁ ସମ୍ବର୍ଦ୍ଧନା

0
103
kakatpur BDO enrichment

କାକଟପୁର : ଆଜି ଆମ ସାହି ଭାଇ ଟ୍ୱିଟର କ୍ଳବ ତରଫରୁ କାକଟପୁର ବିଡିଓଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି| ଓଡ଼ିଶାରେ ପ୍ରଥମ କାକଟପୁର ବିଡ଼ିଓ ଯିଏ ଟ୍ୱିଟର ଖୋଲିବା ସହ ଟ୍ୱିଟର ମାଧ୍ୟମରେ ଆସୁଥିବା ଅଭିଯୋଗରେ ତୁରନ୍ତ ଉତ୍ତର ରଖୁଛନ୍ତି | ତା’ସହ ନିତିଦିନିଆ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖୋଲିଛନ୍ତି। ଏଥିପାଇଁ ଆମ ସାହି ଭାଇ ଟ୍ୱିଟର କ୍ଳବ ତରଫରୁ କାକଟପୁର ବିଡ଼ିଓ ସୁଧୀର କୁମାର ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି।