ଟପ ୧ ରେ କୋହିଲ

0
164

ଭାରତୀୟ କ୍ରିକ୍ରେଟ ଅଧିନାୟକ ବିରାଟ କୋହିଲ ଆଇସିସି ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ପୁଣି ଆଗ ଧାଡିରେ ଅଛନ୍ତି ଚଳିତ ସିରିଜର ପ୍ରଥମ ଟେଷ୍ଟରେ କୋହିଲ ଉଭୟ ଇନିଂଶର ୧୪୯ ଓ ୫୧ ରନ କରିବା ପରେ ଅଷ୍ଟଲିୟା ଷ୍ଟିଭେନ ସ୍ମିଥଙ୍କୁ ହଟାଇ ଏହି ତାଲିକାରେ ଶୀଷରେ ପହଂଚିଥିଲେ | ତେବେ ଦ୍ୱିତୀୟ ଟେଷ୍ଟରେ ତାଙ୍କର ନରାଶଜଣଙ୍କ ପ୍ରଦଶନ ଯୋଗୁ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ | ଚେତ୍ତେଶ୍ୱର ପୂଜାର ଦ୍ୱିତୀୟ ଶେଷ୍ଠ ଭାରତୀୟ ଭାବେ ତାଲିକାରେ ୬ ସ୍ଥାନରେ ରହିଛନ୍ଥି | ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆଙ୍କ ମାନ୍ୟତାରେ ଆଠଟି ପାହ୍ୟାର ଉନତି ଘଟି ଥିବା ବେଳେ ସେ ୫୧ ତମ ସ୍ଥାନରେ ଉପନୀତ ହୋଇଛନ୍ତି |