ଏସାର ଷ୍ଟିଲ୍‌ ଇଣ୍ଡିଆ ୱାର୍କର୍ସ ୟୁନିୟନ ପକ୍ଷରୁ ଧାରଣା

0
130
labaurers stage prolest before essar steel plant

ପାରାଦୀପ: ପାରାଦୀପ ଏସାର ଷ୍ଟିଲ୍‌ ଇଣ୍ଡିଆ ୱାର୍କର୍ସ ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ସର୍ବନିମ୍ନ ମଜୁରୀ ପ୍ରଦାନ, ଇପିଏଫ୍‌, ଇଏସ୍‌ଆଇ ସୁବିଧା ଲାଗୁ କରିବା ପାଇଁ ଶ୍ରମିକମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। କିନ୍ତୁ ଏଥିପାଇଁ କୌଣସି ପଦକ୍ଷପ ନିଆଯାଇନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ୟୁନିୟନ ପକ୍ଷରୁ ଧାରଣା ଲାଗି ନୋଟିସ୍ ଦିଆଯିବା ପରେ ପ୍ରଶାସନ ପକ୍ଷରୁ ଫାଟକ ସମ୍ମୁଖରେ ୧୪୪ଧାରା ଜାରି କରାଯାଇଥିଲା। ତେଣୁ ସେମାନେ ପୁଣି ଧାରଣାରେ ବସିଛନ୍ତି ।