ବଙ୍ଗୋପସାଗରରେ ଘୁର୍ଣ୍ଣିଝଡ଼ ୪୮ ଘଣ୍ଟାରେ ବର୍ଷିବ

0
127
low press over mid andoman

ଏବେ ଅଣ୍ଡା ମାନଠାରୁ ୨୦ କିଲୋମିଟର ଓ ଚେନ୍ନାଇ ଠାରୁ ୨୦ କିଲୋମିଟର ଦୂରରେ ଘୁର୍ଣ୍ଣିଝଡ଼ ଅଛି ୨୪ ଘଣ୍ଟା ମଧ୍ୟରେ ଡ଼ିପ୍ ଡିପ୍ରେସନ ୪୮ ଘଣ୍ଟା ଭିତରେ ଘୁର୍ଣ୍ଣିଝଡ଼ ରୂପ ନେବା ସହ ୭୨ ଘଣ୍ଟା ମଧ୍ୟରେ ତାମିଲନାଡୁ ଆନ୍ଧ୍ର ମଧ୍ୟରେ ଉପକୂଳ ଝୁଇଁବ |ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି | ସେପଟେ ସମୁଦ୍ର ଅଶାନ୍ତ ରହିବା ନେଇ ଆଶଙ୍କା ଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି |ଏଥିସହ ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ସତର୍କ ଜାରି କରାଯାଇଛି |