ଭୂ ଚାଳନ ଓ ବିଲଡିଂ ଭୁଶୁଡି ପଡିବା ପାଇଁ ଯନ୍ତ୍ର ଆବିଷ୍କାର

0
145

ଅଷ୍ଟ୍ରେଲିଆ ବୈଜ୍ଞାନିକଙ୍କ ଦ୍ୱାରା ଏକ ସଫ୍ଟୱାର ତିଆରି କରା ଯାଇଛି ଯାହା କି ଭୂ ଚାଳନ, ବିଲଡିଂ ଭାଙ୍ଗିବା, ଡ୍ୟାମ ଭାଙ୍ଗିବା ଇତ୍ୟାଦି ର ୨ ସପ୍ତାହ ଆଗରୁ ପୂର୍ବାଭାସ କରା ଯାଇ ପାରିବ. ଏହାକୁ ଗଣିତ ଏବଂ ବିଗ ଡାଟା ଆନାଲିଟିକ୍ସ ର ସାହାଯ୍ୟ ରେ ତିଆରି କରା ଯାଇଛି ଯାହାକି ଭୂମି ରେ ହଉଥିବ ହଲଚଲ ଓ କାନ୍ଥ ରେ ପଡିଥିବା ଫାଟ କୁ ଜାଣି ପାରି ଥାଏ ଓ ଦୁର୍ଘଟଣା ର ପୂର୍ବାଭାସ ଜଣେଇ ଥାଏ.