ଅମିତା ପଣ୍ଡା ଙ୍କୁ ଇଣ୍ଡିଆ ଗାଲାକ୍ସି ଆୱଡ଼ ୨୦୧୮

0
208

ଅମିତା ପଣ୍ଡା ଙ୍କୁ ମିଳିଛି ମିସେସ ଗାଲାକ୍ସି ୨୦୧୮ l ଅଗଷ୍ଟ ୨୦ ରେ ନୂଆ ଦିଲ୍ଲୀ ରେ ଆୟାଜିତ ଏକ ଫ୍ୟାସନ କାଯ୍ୟକ୍ରମ ରେ ୪୦ ଜର ସୁନ୍ଦରୀଙ୍କୁ ପଛରେ ପକାଇ ସେ ଏହି ଟାଇଟେଲ ହାସଲ କରିଛନ୍ତି l ଭାରତୀୟ ସୁନ୍ଦରୀ ମାନଙ୍କୁ ନେଇ ପ୍ରସ୍ତୁତ ହେଉଥିବା ମିସେସ ଇଣ୍ଡିଆ ଗାଲାକ୍ସି ୨୦୧୮ ଫାଇନାଲ ରାଉଣ୍ଡ ଶେଷ ହୋଇଥିଲା l ସେଥିରେ ଅମିତାଙ୍କୁ ମିସେସ ଇଣ୍ଡିଆ ଗାଲାକ୍ସି ୨୦୧୮ କ୍ଲାସିକ ମୁକୁତା ପିନ୍ଧିଛନ୍ତି l