୧୨ ରେ ଓଡ଼ିଶା ଆସିବେ ମୁକେଶ ଅମ୍ବାନୀ

0
120
mukesh ambani visit puri

ଓଡ଼ିଶା ଆସୁଛନ୍ତି ଭାରତର ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ । ଆସନ୍ତା ୧୨ ତାରିଖରେ ସେ ପୁରୀ ଆସିବେ। ଶ୍ରୀ ଅମ୍ବାନୀ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହି ଅବସରରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣପତ୍ର ଦେବେ ବୋଲି ସୂଚନା ମିଳିଛି। ଏହିପାଇଁ ରିଲାଏନ୍ସ କଂପାନି ପକ୍ଷରୁ ପୁଲିସକୁ ସୁରକ୍ଷା ମଗାଯାଇଛି।