ନବଜାତ ଶିଶୁପୁତ୍ର ଉଦ୍ଧାର

0
151

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ କେବିରିଶର ନୂଆପଲ୍ଲୀର ରାସ୍ତାକଡ଼ ବିଲରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର | ଶିଶୁପୁତ୍ରଟିକୁ ସ୍ଥାନୀୟ ଲୋକେ ଦେଖି ଉଦ୍ଧାର କରିଥିଲେ। କିଏ ଓ କାହିଁକି ଶିଶୁପୁତ୍ରକୁ ଛାଡ଼ିଯାଇଛି ତାହା ଜଣାପଡ଼ିନାହିଁ । ଏହାପରେ ଆଶା ଦିଦିଙ୍କ ସହାୟତାରେ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।