ଆସନ୍ତୁ ଜାଣିବା କଣ ସବୁ ରହିଛି ଦୀପାବଳି ପର୍ବର ମାହାତ୍ମ୍ୟ

0
160
nobelity of diwali fesival

ଦୀପାବଳି ଆଲୋକର ପର୍ବ,ସାରା ଭାରତବର୍ଷରେ ସର୍ବ ଧର୍ମ ସମନ୍ୱୟରେ ଏ ପର୍ବ ପାଳନ କରାଯାଏ । ଏ ପର୍ବ ପଛରେ ରହିଛି ଅନେକ ଗୁଡାଏ କାରଣ ଓ ରହସ୍ୟ । ଆସନ୍ତୁ ଜାଣିବା କ’ଣ ସବୁ ରହିଛି ଏହି ପବର୍ମର ମାହାତ୍ମା…
ଏହି ପର୍ବ ହେଉଛି ଭାଇଚାରର ପର୍ବ, ଆନନ୍ଦ ଉଲ୍ଲାସର ପର୍ବ । ହିନ୍ଦୁ ଧର୍ମାବଲମ୍ବୀମାନେ ଏ ପର୍ବକୁ ପାଳନ କରିବାରେ ମୁଖ୍ୟ କାରଣ ଦୀର୍ଘ ୧୪ ବର୍ଷ ପ୍ରଭୁରାମଚନ୍ଦ୍ର ବନବାସ କାଟି ଅଯୋଧ୍ୟାକୁ ପତ୍ୟାବର୍ତନ କରିଥିଲେ, ଏହି ଦିନ । ତେଣୁ ସାରା ଆଯାଧ୍ୟା ବାସୀ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଭୁ ରାମ ଚନ୍ଦ୍ରଙ୍କୁ ସ୍ୱାଗତ କରିଥିଲେ । ତେଣୁ ସେହି ପରମ୍ପରାକୁ ହିନ୍ଦୁ ସଂପ୍ରଦାୟ ଆଜି ପର୍ଯ୍ୟନ୍ତ ମାନି ଆସୁଛନ୍ତି । ସେହିଭଳି ଶିଖ ଧର୍ମର ଧର୍ମାବଲମ୍ବୀମାନେ ଏହି ଦିନକୁ ଗୁରୁ ହର ଗୋବିନ୍ଦଙ୍କର ଜେଲରୁ ଘରକୁ ପ୍ରତ୍ୟବର୍ତନଓ ସେହିଭଳି ଜୈନ ଧର୍ମର ଧର୍ମାବଲମ୍ବୀମାନେ ଯେତେବେଳେ ଭଗବାନଙ୍କର ନିର୍ବାଣ ପ୍ରାପ୍ତ ହେଉଥିବା ଖୁସି,ଓ ବୈାଦ୍ଧ ଧର୍ମାବଲମ୍ବୀ ସମ୍ରାଟ ୍ ଅଶୋକଙ୍କ ଧର୍ମକୁ ଆପେଣେଇବା ଖୁସିରେ ଦୀପାବଳୀ ପାଳନ କରାଯାଇଥାଏ ।