ନୋକିଆ ର ନୂଆ android ଫୋନ

0
162

ନୋକିଆ ନିଜର ଏକ ନୂଆ android ଫୋନ ର ବଜାର ପ୍ରବେଶ କରାଇଛି | ଏହାର ନାମ କମ୍ପାନୀ ତରଫରୁ ନୋକିଆ ୬.୧ ପ୍ଲୁସ ରଖା ଯାଇଛି ଏବଂ ଏହାର ଦାମ ୨୦,୦୯୦ ରଖା ଯାଇଛି |ଏହି ଫୋନ ରୁ ଆପଣ ନିମ୍ନ ଲିଖିତ ସୁବିଧା ପାଇ ପାରିବେ |
ଡୈମେନସନ (mm) – ୧୪୭ .୨୦ x ୭୦ .୯୮ x 8.୫୯
ଵାଟଟେରୀ କାପାସିଟି (mAh) -୩୦୬୦
ପ୍ରୋସେସର                     – OCTA -CORE
ପ୍ରୋସେସସର                   – Qualcomm Snapdragon ୬୩୬
RAM                             – ୪GB
ଇଣ୍ଟେରନେଲ ଷ୍ଟୋରେଜ -୬୪ GB
ରିଅର କ୍ୟାମେରା ୧୬ -ମେଗାପିକ୍ସୱେଲ
ଫ୍ରଣ୍ଟ କ୍ୟାମେରା ୧୬ -ମେଗାପିକ୍ସୱେଲ
OS – Android     -୮୧
sim ସଂଖ୍ୟା             – ୨
ଏହା ୨ ଟି ରଙ୍ଗ ଯଥା କଳା ଏବଂ ଧଳା ରଙ୍ଗ ରେ ଉପଲବ୍ଧ ହେବ |ଏହା ଗ୍ରାହକ ମାନଙ୍କୁ ପସନ୍ଦ ଆସିବ ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛନ୍ତି |