ବିଧାନସଭାରେ ନଭେମ୍ବର ୧୬ରୁ ଶୀତ ଅଧିବେଶନ

0
95
odisha assembly starting winter in november 16

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୧୫ ତାରିଖ ଯାଏ ଚାଲିବ । ଏଥିରେ ମୋଟ୍‌ ୨୩ଟି କାର୍ଯ୍ୟ ଦିବସ ରହିବ ବୋଲି ଆଜି ବିଜ୍ଞପ୍ତିରେ ଜଣାପଡ଼ିଛି ।