ମିସ ଟିନ ଇଣ୍ଡିଆ ମିଲନ

0
225

ପୁଣି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଲେ ଓଡ଼ିଆ ଝିଅ ମିଲନ |ଏହି ପ୍ରତି ଯୋଗୀତାରେ ସେ ୪୦୦୦ ଜଣ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ବାଜିମାତ କରିଛନ୍ତି ବ୍ରହ୍ମପୁରର ଝିଅ ମିଲନ | ଓଡିଶା ପାଇଁ ଏହା ଏକ ଖୁସିର ଦିନ | ଦିଲ୍ଲୀର ଏଲି କ୍ଲୁବ ଠାରେ ଅନୁଷ୍ଠିତ ମିସ ଟିନ ଇଣ୍ଡିଆ ୨୦୧୮ ମୁକୁଟ ପିନ୍ଧିଛନ୍ତି ମିଲନ | ସେ ସନ୍ତୋଷ ପଣ୍ଡା ଏବଂ ଜ୍ୟୋସ୍ନାରାଣୀ ପଣ୍ଡା ଙ୍କ ସୁପୁତ୍ରୀ ବର୍ତମାନ ଭୁବନେଶ୍ୱରର ଲୋୟଲା ସ୍କୁଲ ରେ +୨ ରେ ପଢୁଛନ୍ତି | ଓଡିଶା ବାସୀଙ୍କ ଆଶ୍ରିବାଦ ପାଇଁ ଏହି ସଫଳତା ହାସଲ କରିଥିବାରୁ ସେ ରାଜ୍ୟ ବାସୀଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି |