ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
160

ରତ୍ନଗିରି ଠାରେ ବରୀ ସୁରକ୍ଷା ମଞ୍ଚ ତରଫ ରୁ ଏକ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି| ଏହି ଅବସର ରେ ରତ୍ନଗିରି ର ବିଭିନ୍ନ ଅଂଚଳ ରେ ଥିବା ଅଳିଆ ଆବର୍ଜନା କୁ ସଫା କରିବା ସହ ୧ ହଜାର ବୃକ୍ଷରୋପଣ କରା ଯାଇଛି| ବରୀ ସୁରକ୍ଷା ମଞ୍ଚ ର ମୁଖ୍ୟ ମିଲନ କୁମାର ସାମଲଙ୍କ ନେତୃତ୍ୱ ରେ ଅନେକ ଯୁବକଙ୍କ ସାହାଯ୍ୟ ରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଛି| ଏହି ମଞ୍ଚ ର ସମସ୍ତ ସଦସ୍ୟ ମଦ୍ୟପାନ ତ୍ୟାଗ କରିବା ପାଇଁ ଶପଥ ଗ୍ରହଣ ମଧ୍ୟ କରିଥିଲେ|