ଥାନାରେ ଓକିଲଙ୍କୁ ମାଡ଼

0
136
police attack to advocate
police attack to advocate

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନାରେ ଓକିଲଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଓକିଲ ହରପ୍ରସାଦ ଦାସଙ୍କୁ ଥାନା ଭିତରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ମାଡ଼ରେ ଆହତ ହୋଇ ହରପ୍ରସାଦଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା କରିବା ପାଇଁ ଥାନାକୁ ଯାଇଥିଲେ ମାତ୍ର ଆଲୋଚନା ବେଳେ ପୁଲିସ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ପୁଲିସ ହାରପ୍ରସାଦଙ୍କୁ ମାଡ଼ ମାରିଥିଲେ।