ଗଡଜାତ ଲୋକ ମହୋତ୍ସବ ୨୦୧୮ର ପ୍ରସ୍ତୁତି ବୈଠକ

0
142
preparation meeting of 2nd gadjat lok mahostav at boudh

ବୋୖଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରଣରସିଂହପୁର ନର୍ସରିଠାରେ ଆସନ୍ତା ଡିସେମ୍ବର ୧୫ରେ ହେବାକୁ ଥିବା ୨ୟ ଗଡଜାତ ଲୋକ ମହୋତ୍ସବ ୨୦୧୮ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସୁବର୍ଣ୍ଣ ମଲିକଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଚଳିତ ବର୍ଷ ମହତ୍ସବକୁ ସରସସୁନ୍ଦର କରିବା ପାଇଁ ଆଲୋଚନା କରିଥିଲେ। ଏଥିସହ ପାଞ୍ଚ ଦିନ ଧରି ଜିଲ୍ଲା ତଥା ଜିଲ୍ଲା ବାହାର କଳାକାର ମାନେ ନୃତ୍ୟ ପରିବେଷଣ କରିବା ସହିତ ସ୍ୱାସ୍ଥ୍ୟମେଳା ମଧ୍ୟ ଅନୁଷ୍ଠିତ ହେବ।