ପ୍ରିୟଙ୍କା-ନିକ୍କ ନିର୍ବନ୍ଧ

0
169

ଅନେକ ଦିନଧରି ଚର୍ଚ୍ଚା ରେ ଥିବା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମିରିକା ଗାୟକ ନିକ୍କ ଜନସ ଙ୍କ ନିର୍ଭନ୍ଧ ସମଗ୍ର ବଲିଉଡ ଓ ହଲିଉଡ଼ ରେ ଚର୍ଚ୍ଚା ର ବିଷୟ ପାଲଟିଛି | ଏହି ପ୍ରେମୀଯୁଗଳ ଶନିବାର ଦିନ ନିଜ ପରିବାର ଉପସ୍ତିତିରେ ନିର୍ବନ୍ଧ କରିଛନ୍ତି | ଶନିବାର ସନ୍ଧ୍ୟା ରେ ନିରବନ୍ଧର ଜନସମୂହ ର ଆୟୋଜନ କରାଯାଇଛି | ବିଶେଷ ସୂତ୍ରରୁ ପ୍ରକାଶଯେ ଏହି ଜନସମୂହ ରେ ଆମେରିକାର ଅନେକ ଅତିଥିଙ୍କ ସହ ବଲିଉଡ ର ବହୁ ନାମିଦାମୀ ତାରକା ଯୋଗଦେବେ |