ଦିଲ୍ଲୀ : ରାଜୀବ ଗାନ୍ଧୀ ଙ୍କ ୭୪ ତମ ଜନ୍ମ ଦିବସ ପାଳନ |

0
150

ଦିଲ୍ଲୀ: ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀ ଙ୍କର ୭୪ ତମ ଜନ୍ମ ଦିବସ ଆଜି ପାଳନ ହୋଇଛି | ଦିଲ୍ଲୀ ସ୍ଥିତ ‘ବୀର ଭୂମି ‘ ରେ ଥିବା ତାଙ୍କ ସମାଧୀ ରେ ପୁଷ୍ପ ଅର୍ପଣ କରିଥିଲେ ତାଙ୍କ ପୁତ୍ର ରାହୁଲ ଗାନ୍ଧୀ, ପତ୍ନୀ ସୋନିଆ ଗାନ୍ଧୀ, ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଟ୍ୟୁଟି କରି ତାଙ୍କ ଜନ୍ମ ଦିନର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |