ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ରସାବଳୀ

0
126
rasabali made at home in diwali

ଆବଶ୍ୟକ ସାମଗ୍ରୀ : କ୍ଷୀର ଛେନା ,ଅଳେଇଚ ଦାନା,ମଇଦା,ଗୁଣ୍ଡକ୍ଷୀର ,ସିଝା କ୍ଷୀର ,ଚିନି ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ : ଛେନା,ମଇଦା,ଗୁଣ୍ଡକ୍ଷୀର,ଅଳେଇଚ ଦାନାକୁ ଭଲ କରି ଚକଟି କୁନି କୁନି ଗୁଳାକୁ ହାତରେ ମୋଟା ମୋଟା ଛୋଟ ପୁରୀ ପରି କରି ତେଲ ଗରମ କରି ବାଦାମୀ ରଙ୍ଗ କରି ଛାଣି ନିଅନ୍ତୁ। ଏହାପରେ ଖିରରେ ଚିନି ଦେଇ ଭଲ କରି ଥଣ୍ଡା କରି ରଖନ୍ତୁ । ଏହାକୁ ବର୍ତମାନ ଖିରରେ ପକାଇ ଦେଇ ଥଣ୍ଡା ଅବସ୍ଥାକୁ ଛାଡି ଛାଡ଼ିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ରସାବଳୀ । ନିଜେ ଖାଅନ୍ତୁ ଓ ଅନ୍ୟମାନଙ୍କୁ ପରସନ୍ତୁ ।