ମୀଲଖା ଙ୍କ ଦ୍ରୁତ ଦୌଡ

0
151

୧୯୫୮ ଏସିଆର ‘ଫ୍ଲାଇଙ୍ଗଶିଖ’ ମୀଲଖା ସିଂ ଅଵର୍ତନ ହୋଇଥିଲେ | ଟୋକିରେ ଅନୁଷ୍ଠିତ ଏହି କ୍ରୀଡା ମହାକୁମ୍ବରେ ମୀଲଖା ଡବଲ ସ୍ୱର୍ଣ ଜିତିଥିଲେ ୨୦୦ ମିଟର କୁ ୨୧.୬ ସେକେଣ୍ଗଡ଼ ଏବଂ ୪୦୦ ମିଟର କୁ ୪୩.୦ ସେକେଣ୍ଡ ନେଇଥିଲେ ତାଙ୍କୁ ଏସିଆର ଦ୍ରୁତ ତମ ଧାବକ ଭାବେ ଘୋଷଣା କରାଯାଇଛି
୧୯୮୭ ରେ ଏସିଆଡ଼ ଦିଲ୍ଲୀ କୁ ପ୍ରତ୍ୟାବର୍ତନ କରିଥିଲେ | ପୂର୍ବ ରୁ ବ୍ୟାଙ୍କକ ମୋଟ ୪ଥର ଏସିଆ କ୍ରୀଡା ର ଆୟୋଜକଥିଲେ | ବ୍ୟାଙ୍କକ ପଛକୁ ଭାରତ ଦ୍ୱିତୀୟ ରାଷ୍ଟ୍ର ଭାବେ ଦ୍ୱିତୀୟ ଥର କ୍ରିଡ଼ାଯାଜକ କରିଥିଲେ | କ୍ରୀଡା ମହାକୁମ୍ଭରେ ନବମ ସଂସ୍କରଣ ଦିଲ୍ଲୀ ରଚେହେରାକୁ ବଦଳାଇଦେଇଥିଲେ | ଗମନାଗମନର ସବୁ ଵେବସ୍ତା ଠାରୁ ଆରମ୍ଭ କରି ନୂଆ ରାସ୍ତା, ଫ୍ଲ୍ୟ ଓଭର, ନୂଆ ବସ ଓ ୬୦ ହଜାର ଦର୍ଶକ କ ଙ୍କ ପାଇଁ କ୍ଷମତା ବିଶିଷ୍ଟ ଜବହାରଲାଲ ନେହୁର ଷ୍ଟାଡିୟମ ନିର୍ମାଣ କରାଯାଇଥିଲେ | ମୋଟ ୪୫୯୫ ଅର୍ଥଲଡ ଓ ଅଫସିଆଲ ପ୍ରତିଯୋଗିତାରେ ସାମିଲ ହୋଇଥିଲେ |