ସାନିଟାରୀ ନାପକିନ ଉପରେ ଟିକସ ଛାଡ

0
138
Mumbai: The women's wing of the Nationalist Congress Party launched a signature campaign today, to press for its demand of making sanitary pads tax-free.

କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ସାନିଟାରୀ ନାପକିନ ଉପରେ ଟିକସ ଛାଡ ର ପ୍ରସ୍ତାବ କୁ ଓଡିଶା ସରକାର ଗ୍ରହଣ କରିଛନ୍ତି| ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି ଏହି ପଦକ୍ଷେପ ଦ୍ୱାରା ଓଡିଶା ସରକାରଙ୍କର ‘ଖୁଶି’ ଯୋଜନା ଲାଭଦାୟୀ ହବ ଯାହା କି ଚଳିତ ବର୍ଷ ଫେବୃଆରୀ ରେ ଉଦ୍ଘାଟନ ହୋଇଥିଲା|