ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ ପାର୍କ ପ୍ରତିଷ୍ଠା ହେବ

0
92
science center to set up in 10 districts of odisha

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ପକ୍ଷରୁ ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, କେନ୍ଦୁଝର, କୋରାପୁଟ ଜିଲ୍ଲାରେ ଏହା ନିର୍ମାଣ କରାଯିବ। ପରେ ୭ଟି ଜିଲ୍ଲାରେ ହେବ ବୋଲି ଜଣାପଡ଼ିଛି। ଏହି ବିଜ୍ଞାନ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ମାଣକାରୀ ସଂସ୍ଥା ନିର୍ମାଣ କରିବେ।