ରାଜଧାନୀରେ ଗଡ଼ିବ ସ୍ମାର୍ଟ ସାଇକେଲ

0
119
smart cycle in bhubaneswer

ଭୁବନେଶ୍ୱର: ରାଜଧାନୀରେ ଗଡ଼ିବ ସ୍ମାର୍ଟ ସାଇକେଲ। ଏହି ସାଇକେଲରେ ସ୍ମାର୍ଟ ବେଲ୍ ,ସ୍ମାର୍ଟ ଲକିଂ ସହ ଜିପିଆର୍‌ଏସ୍‌ ଦ୍ୱାରା ଟ୍ରାକିଂ ସୁବିଧା ମଧ୍ୟ ରହିଛି । ଏଥିପାଇଁ ୫ ଶହ ସ୍ମାର୍ଟ ସାଇକେଲ ଭୁବନେଶ୍ୱରରେ ପହଞ୍ଚିଛି । ୟୁଲୁ ଆପ୍‌ସ୍‌ ମାଧ୍ୟମରେ ବ୍ୟବହାର କରି ହେବାକୁ ଥିବା ଏହି ସାଇକେଲର ପରିଚାଳନା ଦାୟିତ୍ୱରେ ଅଛନ୍ତି ପ୍ଲେ ବୁକ୍‌ ସଂସ୍ଥା। ସ୍ମାର୍ଟ ସାଇକେଲକୁ ନେଇ ଲୋକମାନେ ବି ବେଶ୍‌ ଉତ୍ସାହିତ ଅଛନ୍ତି। ଅତି କମ୍‌ ଖର୍ଚ୍ଚରେ ଏହି ସାଇକେଲ ଭଡ଼ାରେ ମିଳିବ । ଏହି ସାଇକେଲ ପ୍ରତି ଛକ ଓ ବସ୍‌ ଷ୍ଟପରେ ରହିବ।