ଅନୁଗୁଳ : ଟ୍ରକ ଧକ୍କାରେ ଛାତ୍ର ମୃତ

0
120
student death in truck accident

ଅନୁଗୁଳ : ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ଗାଁ ନିକଟରେ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ମୃତ ଛାତ୍ର ହେଉଛନ୍ତି ୮ମ ଶ୍ରେଣୀ ସନ୍ତୋଷ ରାଉତ । ଛାତ୍ରଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ଆଠମଲ୍ଲିକ-ଅନୁଗୋଳ ରାସ୍ତା ମହୁଲନାଳୀ ଛକରେ ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକ । ଘଟଣାସ୍ଥଳରେ ଠାକୁରଗଡ ଥାନା ପୋଲିସ ପହଞ୍ଚି ବାଲି ବୋଝେଇ ଟ୍ରକଟିକୁ ଅଟକ ରଖିଛି।