ପୁଅ ନେଲା ବାପାର ଜୀବନ

0
128

ମିରଟ: ମିରଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅ ନିଜ ବାପାକୁ ଗୁଳି କରି ହତ୍ୟା କରିଛି। ସୂଚନା ଅନୁଯାୟୀ, ଏକ ପିଲା କୌଣସି ଭୁଲ କାମ କରିଥିଲା । ସେହି ଭୁଲ ବାପା ଜାଣିପାରି ପୁଅକୁ ଭୁଝାଇଥିଲେ, ପୁଅ ନଭୁଝିବାରୁ ବାପା ତାକୁ ଚାପୁଡା ମାରିଥିଲେ । ପୁଅ ରାଗିଯାଇ ବାପାଙ୍କ ଉପରକୁ ଗୁଳି ଚଳାଇ ଥିଲେ ଫଳରେ ତାଙ୍କର ମୃତୁ ଘଟିଥିଲା । ଖବର ପାଇଁ ପୋଲିସ ଘଟଣାର ତଦନ୍ତ ଛଲାଇଛି । ଘଟଣାସ୍ଥଳରୁ ହିଁ ପୁଅ ଫେରାର ହୋଇଥିବା ଜଣାପଡିଛି ।