ନବ ବଧୂଙ୍କ ସନ୍ଦେହଜନକ ମୃତ୍ୟୁ

0
159

କେନ୍ଦୁଝ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡପୀଠ ଗ୍ରାମରେ ସରିତା ମହିନ୍ତି ଙ୍କ ର ସନ୍ଦେହ ଜନକ ମୃତ୍ୟୁ ଘଟିଛି | ତାଙ୍କ ମୃତଦେହ ଘର ପଛପଟ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି | ସରିତା ଙ୍କ ବାପଘର ଲୋକ ଏହାକୁ ଏକ ଯୋଜନା ବଦ୍ଧ ହତ୍ୟା ବଳି କହୁଥିବାବେଳେ ଶାଶୁରଘର ଲୋକ ଏହାକୁ ଆତ୍ମହତ୍ୟା କହୁଛନ୍ତି | ପୋଲିସ ପକ୍ଷର ଦୁଇ ପକ୍ଷରୁ ବୟାନ ରେକଡ଼ କରିଛି ଓ ସବ ବ୍ୟବଛାଦ ପାଇଁ ପଠାହୋଇଛି | ବ୍ୟବଛାଦ ରିପୋଟ ଆସିଲା ପରେ ମୃତ୍ୟୁର ଆସଲାକରଣ ଜଣାପଡିବା ବଳି ପଲିସି ପକ୍ଷରୁ କୁହାଯାଇଛି |