ବାଘ ଶିକାର ଘଟଣା: ଶିକାରୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

0
127
tiger-hunter-on-two-days-remand
tiger-hunter-on-two-days-remand

ବରଗଡ଼: ବରଗଡ଼ ଜିଲ୍ଲା ଡେବ୍ରିଗଡ ଜଙ୍ଗଲରେ ମହାବଳ ବାଘ ଶିକାର ହୋଇଥିବା ମାମଲା। ଏହି ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଟାଉନ ଥାନାରେ କ୍ରାଇମବ୍ରାଞ୍ଚ ଟିମ ଅଧିକ ପଚରାଉଚରା କରୁଛି।