ରାଜଗାଙ୍ଗପୁର ପୌରାଞ୍ଚଳରେ ଟ୍ରାଫିକର ଅବ୍ୟବସ୍ଥା

0
118

ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୌରାଞ୍ଚଳରେ ଟ୍ରାଫିକର କୌଣସି ବ୍ୟବସ୍ତା ନ ଥିବାରୁ ଲୋକମାନେ ବହୁତ ଅସୁବିଧର ସମ୍ମୁଖୀନ ହେଉଛନ୍ତି । ଧନତିରସ ଉପଲକ୍ଷେ ଟାଉନ ବଜାର ଉପରେ ବହୁତ ଭିଡ ଦେଖିବାକୁ ମିଳିଛି। ପୌରାଞ୍ଚଳ ବାସୀ ବିଭିନ୍ନ ସାମଗ୍ରୀ କିଣିବା ରେ ବ୍ୟସ୍ତ ଥିବା ବେଳେ ରାସ୍ତାରେ ଧିରେ ଧିରେ ଗାଡି ଗୁଡିକ ରହି ରାସ୍ତା ଜାମ ହେବାରେ ଲାଗିଛି । ରାସ୍ତ ଉପରେ ଛିଡା ହୋଇଥିବା ଗାଡି ଗୁଡିକ ହଟାଇ ବାକୁ ଯାଇ ଆହୁରି ବେଶୀ ଜାମ ହୋଇଥିଲା । ପର୍ବ ପର୍ବାଣୀ ରେ ଭିଡ ସ୍ଥାନରେ ଟ୍ରାଫିକ ବ୍ୟବସ୍ତା ପ୍ରତି ପଶାସନ ଦୃଷ୍ଟି ଦେବା ଆବଶ୍ୟକ ।