ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଲୁଟ ଘଟଣା : ୩୯ ଲକ୍ଷ ଜବତ, ୨ ଗିରଫ

0
139
two arrest

ଭୁବନେଶ୍ଵର: ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଟଙ୍କା ଲୁଟ ଘଟଣା । ୨ ଅଭିଯୁକ୍ତଙ୍କ ଠାରୁ ୩୯ ଲକ୍ଷ ଟଙ୍କା ଜବଦ । ଏଇ ଘଟଣାରେ କଂପାନୀର ଆହୁରି କିଛି କର୍ମଚାରୀ ସଂପୃକ୍ତି ଥିବା ନେଇ ସନ୍ଦେହ । କମିସନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ଼ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।